Edition

ପ୍ରଗତି ପଥେ ଆଗକୁ ବଢୁଛି ସମ୍ବଲପୁର:ଉନ୍ନତିର ପ୍ରାଥମିକତାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ସମ୍ୱଲପୁର : ସମୃଦ୍ଧ ସମ୍ବଲପୁର ଗଠନ ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତିବଦ୍ଧ । ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଉଥିବାବେଳେ ତୃଣମୂଳସ୍ତରରେ ମଧ୍ୟ ଏହା ପ୍ରତିଫଳିତ ହେଉଛି । ୫ଟି ଉପକ୍ରମରେ ଅଭୁତପୂର୍ବ ଋପାନ୍ତରଣ ଘଟି ଆଗାମୀ ଦିନରେ ସମ୍ବଲପୁର ବିକାଶର ଶ୍ରେଷ୍ଠ ସୋପାନକୁ ଛୁଇଁବ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ କରିବା ହେଉକି ଐତିହ, ପର୍ଯ୍ୟଟନରେ ଋପାନ୍ତରଣର ସ୍ପର୍ଶ ।

  • Ai Website / Ai tool / Digital Convey
  • Ai tool / Ai Website / Digital Griot

ପଲସାପାଲି ପଞ୍ଚାୟତ ବିଜେପିକୁ ବଡ ଝଟକା

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଲସାପାଲି ଗ୍ରାମ ପଞ୍ଚାୟତ ସ୍ତରୀୟ ବିଜେପିକୁ ଲାଗିଛି ବଡ ଝଟକା । ଗ୍ରାମ ପଞ୍ଚାୟତର ୫୦ରୁ ଉର୍ଦ୍ଧ ବିଜେପି କର୍ମୀ ବିଜେପି ଦଳ ଛାଡ଼ି ବିଜେଡିରେ ଯୋଗଦାନ କରୁଛନ୍ତି । ନୂତନ ସଦସ୍ୟଙ୍କ ମିଶ୍ରଣକୁ ନେଇ ପଦ୍ମପୁର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଜୋନାଲ ସମ୍ପାଦକ ହରି ଶଙ୍କର ଅଗ୍ରୱାଲ ଙ୍କ ନେତୃତ୍ଵରେ ବିଜେଡି ନେତା ମୌସମ ମିଶ୍ର ଓ ସିଦ୍ଧାର୍ଥ ମିଶ୍ର ଙ୍କ ଉପସ୍ଥିତିରେ ପଲସାପାଲି ପଞ୍ଚାୟତ ଅନ୍ତର୍ଗତ ଘନାମାଲ ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ନିଜ ଦଳ ଛାଡ଼ି ବିଜେଡି ରେ ସାମିଲ ହୋଇଛନ୍ତି । ବିଜେଡ଼ି ଦଳ ପକ୍ଷରୁ ସମସ୍ତଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରାଯାଇଥିଲା । ଏହି ମିଶ୍ରଣ ପର୍ବରେ ଦେବରାଜ ସେଠ୍, ଅମିଲାଲ ଭୁଏ, ସଚି ବାରିକ ପ୍ରମୁଖ ସହଯୋଗ କରିଥିଲେ । ନୂତନ ସଦସ୍ୟ ମାନଙ୍କୁ ବିଧାୟିକା ପ୍ରାର୍ଥୀନୀ ବର୍ଷା ସିଂ ବରିହା ଓ ଯୁବନେତା

1
Vote Now

कोचिंग सेंटर्स में 10वीं तक के स्टूडेंट्स की एंट्री बंद करने का फैसला क्या सही है?

हमारे यूट्यूब चैनल को सब्सक्राइब करें